ଶିଶୁ ଉଦ୍ୟାନରେ ଯୁବକଙ୍କ ମୃତଦେହ ଠାବ; ଉଦ୍ଧାର କରି ତଦନ୍ତ କରୁଛି ପୋଲିସ୍

ବାରିପଦା ୧୫।୦୭: ବାରିପଦା ଶିଶୁ ଉଦ୍ୟାନରେ ଯୁବକଙ୍କ ମୃତଦେହ। ଭଞ୍ଜପୁର ପୋଲିସ ମୃତଦେହକୁ ଠାବ କରିଛି । ମୃତକ ଉଦଳା ରାଢ଼ୋ ଅଞ୍ଚଳର ହରି ବୋଲି ଜଣାପଡ଼ିଛି । ଘଟଣା ପୋଲିସ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ମୃତକ ହରି କିଛି ଦିନ ହେଲା ଭଞ୍ଜପୁର ଥାନା ଅନ୍ତର୍ଗତ ଶିଶୁ ଉଦ୍ୟାନରେ ଥିବା କ୍ୟାଣ୍ଟିନରେ କାମ କରୁଥିଲେ । ମାତ୍ର ଗତକାଲି ତାଙ୍କ ମୃତଦେହ ସ୍ଥାନୀୟ ଲୋକେ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲା। ପରେ ତୁରନ୍ତ ଭଞ୍ଜପୁର ପୋଲିସକୁ ଖବର ଦେଇଥିଲେ ପୋଲିସ୍ ଭଞ୍ଜପୁର ଉଦ୍ୟାନରେ ପହଞ୍ଚି ଯୁବକଙ୍କ ଶବକୁ ଜବତ୍ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି।   ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଶିଶୁ ଉଦ୍ୟାନରେ ଥିବା କ୍ୟାଣ୍ଟିନରେ କିଛିଦିନ ହେବସେ  କାମ କରୁଥିଲା। ତେବେ ମୃତ ଯୁବକ ଜଣକ ଉଦ୍ୟାନ ଭିତରେ ଉଲଗ୍ନ ଅବସ୍ଥାରେ ପଡି ରହିଥିଲା।  ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଓ ପୋଲିସ କୁ ଖବର ଦେଇଥିଲା। ଯୁବକ ଜଣକ ଆତ୍ମହତ୍ୟା କରିଛି ନା କେହି ମାରି ଫିଙ୍ଗି ଦେଇଛି ତାହା ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଶିଶୁ ଉଦ୍ୟାନରେ ଯୁବକଙ୍କ ମୃତଦେହ ଠାବ; ଉଦ୍ଧାର କରି ତଦନ୍ତ କରୁଛି ପୋଲିସ୍

ବାରିପଦା ୧୫।୦୭ବାରିପଦା ଶିଶୁ ଉଦ୍ୟାନରେ ଯୁବକଙ୍କ ମୃତଦେହ। ଭଞ୍ଜପୁର ପୋଲିସ ମୃତଦେହକୁ ଠାବ କରିଛି । ମୃତକ ଉଦଳା ରାଢ଼ୋ ଅଞ୍ଚଳର ହରି ବୋଲି ଜଣାପଡ଼ିଛି । ଘଟଣା ପୋଲିସ ତଦନ୍ତ କରୁଛି । 

ସୂଚନା ଅନୁଯାୟୀ, ମୃତକ ହରି କିଛି ଦିନ ହେଲା ଭଞ୍ଜପୁର ଥାନା ଅନ୍ତର୍ଗତ ଶିଶୁ ଉଦ୍ୟାନରେ ଥିବା କ୍ୟାଣ୍ଟିନରେ କାମ କରୁଥିଲେ । ମାତ୍ର ଗତକାଲି ତାଙ୍କ ମୃତଦେହ ସ୍ଥାନୀୟ ଲୋକେ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲା। ପରେ ତୁରନ୍ତ ଭଞ୍ଜପୁର ପୋଲିସକୁ ଖବର ଦେଇଥିଲେ ପୋଲିସ୍ ଭଞ୍ଜପୁର ଉଦ୍ୟାନରେ ପହଞ୍ଚି ଯୁବକଙ୍କ ଶବକୁ ଜବତ୍ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି।   

ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଶିଶୁ ଉଦ୍ୟାନରେ ଥିବା କ୍ୟାଣ୍ଟିନରେ କିଛିଦିନ ହେବସେ  କାମ କରୁଥିଲା। ତେବେ ମୃତ ଯୁବକ ଜଣକ ଉଦ୍ୟାନ ଭିତରେ ଉଲଗ୍ନ ଅବସ୍ଥାରେ ପଡି ରହିଥିଲା।  ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଓ ପୋଲିସ କୁ ଖବର ଦେଇଥିଲା। ଯୁବକ ଜଣକ ଆତ୍ମହତ୍ୟା କରିଛି ନା କେହି ମାରି ଫିଙ୍ଗି ଦେଇଛି ତାହା ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।