ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ

ସୁନ୍ଦରଗଡ ଜିଲ୍ଲା କୋଇଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନାମରେ ସାଂଘାତିକ ଅଭିଯୋଗ। ଅଙ୍ଗନବାଡି ଶିଶୁ ମାନଙ୍କ ୟୁନିଫର୍ମ ପାଇଁ ଆସୁଥିବା ସରକାରୀ ଅର୍ଥକୁ ହଡପ୍ କରିବାକୁ ରଚିଥିଲେ ଚକ୍ରାନ୍ତ।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ

ସୁନ୍ଦରଗଡ ଜିଲ୍ଲା କୋଇଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନାମରେ ସାଂଘାତିକ ଅଭିଯୋଗ। ଅଙ୍ଗନବାଡୀ ଶିଶୁ ମାନଙ୍କ ୟୁନିଫର୍ମ ପାଇଁ ଆସୁଥିବା ସରକାରୀ ଅର୍ଥକୁ ହଡପ୍ କରିବାକୁ ରଚିଥିଲେ ଚକ୍ରାନ୍ତ। ଶିଶୁଙ୍କ ୟୁନିଫର୍ମ ପାଇଁ ପ୍ରଥମେ ନୋଟିସ୍ ଓ ପରେ ଟେଣ୍ଡର ହୋଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଦାୟିତ୍ୱ ଦିଆଯାଏ । ହେଲେ ମ୍ୟାଡମ୍ ଜଣଙ୍କ ଚଂଚକତା ସହ ବିନା ସରକାରୀ ପଦ୍ଧତି ଅବଲମ୍ବନ କରି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଆକାଉଣ୍ଟକୁ ୧୪,୭୪,୩୦୦ ଟଙ୍କା ପଠାଇ ତାଙ୍କୁ ନଗଦ ଟଙ୍କା ଦେବାକୁ ବାଧ୍ୟ କରିଥିଲେ।