ଶିଶୁପୁତ୍ରକୁ ଚୋରି କରି ନେଇଗଲେ ମାଉସୀ!
ଆଠଗଡ଼,୧ା୮: କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଝିଆରୀ। ତେବେ ଝିଆରୀଙ୍କୁ ଔଷଧ ପାଇଁ ପଠାଇ ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ। ଅଭିଯୋଗ ହେବା ପରେ ପୋଲିସ ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀଙ୍କ ସହ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। The post ଶିଶୁପୁତ୍ରକୁ ଚୋରି କରି ନେଇଗଲେ ମାଉସୀ! appeared first on Dharitri Odia News.
ଆଠଗଡ଼,୧ା୮: କଟକ ଜିଲା ଆଠଗଡ଼ର ଖୁଣ୍ଟୁଣୀ ମେଡିକାଲ ପରିସରରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ୪ ମାସର ପୁଅକୁ ଆଣି ଖୁଣ୍ଟୁଣୀ ମେଡିକାଲ ଆସିଥିଲେ ଝିଆରୀ। ତେବେ ଝିଆରୀଙ୍କୁ ଔଷଧ ପାଇଁ ପଠାଇ ଶିଶୁପୁତ୍ରକୁ ନେଇ ପଳାଇଥିଲେ ମାଉସୀ। ଅଭିଯୋଗ ହେବା ପରେ ପୋଲିସ ଢେଙ୍କାନାଳର ପିଙ୍ଗୁଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସମ୍ପର୍କୀୟ ମାଉସୀଙ୍କ ସହ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post ଶିଶୁପୁତ୍ରକୁ ଚୋରି କରି ନେଇଗଲେ ମାଉସୀ! appeared first on Dharitri Odia News.