ଶୀତରେ ଥରୁଛି ଶିମିଳିପାଳ, ବାରହାକାମୁଡାରେ ତାପମାତ୍ରା ଶୂନ

କରଞ୍ଜିଆ ୧୩/୦୧: ଶୀତରେ ଥରୁଛି ଶିମିଳିପାଳ, ଉପର ବାର୍ହାକାମୁଡା ଠାରେ ସର୍ବନିମ୍ନ ତାପମାତ୍ରା 0° ଡ଼ିଗ୍ରୀ ରହିଥିବା ବେଳେ ଚହଲା ଠାରେ ୩° ଡିଗ୍ରୀ, ନଅଣା ୭° ଡିଗ୍ରୀ, ବରେହିପାଣି ଓ ଗୁରୁଗୁଡିଆ ଠାରେ ୮° ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । https://www.prameyanews7.com/next-3-day-cold-wave-in-odisha/ ଶନିବାରଠୁ ରାଜ୍ୟରେ ବଢ଼ିବ ଶୀତ । ଏମିତିକି ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିଯିବ। ସେହିଭଳି ୧୫ ତାରିଖ ଯାଏ ଘନ କୁହୁଡ଼ି ରହିବ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହିତ ୧୭ ଓ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। The post ଶୀତରେ ଥରୁଛି ଶିମିଳିପାଳ, ବାରହାକାମୁଡାରେ ତାପମାତ୍ରା ଶୂନ appeared first on Prameya News7.

ଶୀତରେ ଥରୁଛି ଶିମିଳିପାଳ, ବାରହାକାମୁଡାରେ ତାପମାତ୍ରା ଶୂନ

କରଞ୍ଜିଆ ୧୩/୦୧: ଶୀତରେ ଥରୁଛି ଶିମିଳିପାଳ, ଉପର ବାର୍ହାକାମୁଡା ଠାରେ ସର୍ବନିମ୍ନ ତାପମାତ୍ରା 0° ଡ଼ିଗ୍ରୀ ରହିଥିବା ବେଳେ ଚହଲା ଠାରେ ୩° ଡିଗ୍ରୀ, ନଅଣା ୭° ଡିଗ୍ରୀ, ବରେହିପାଣି ଓ ଗୁରୁଗୁଡିଆ ଠାରେ ୮° ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

https://www.prameyanews7.com/next-3-day-cold-wave-in-odisha/

ଶନିବାରଠୁ ରାଜ୍ୟରେ ବଢ଼ିବ ଶୀତ । ଏମିତିକି ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିଯିବ। ସେହିଭଳି ୧୫ ତାରିଖ ଯାଏ ଘନ କୁହୁଡ଼ି ରହିବ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହିତ ୧୭ ଓ ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

The post ଶୀତରେ ଥରୁଛି ଶିମିଳିପାଳ, ବାରହାକାମୁଡାରେ ତାପମାତ୍ରା ଶୂନ appeared first on Prameya News7.