ଶୀତରେ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ…

ଗଞ୍ଜାମ,୧୮।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ସଂସ୍କୃତିକ ଗୃହରେ ଗ୍ରାସୀମ କମ୍ପାନୀ ପକ୍ଷରୁ ବରିଷ୍ଠ ନାଗରିକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ସିଏସଆର ମୁଖ୍ୟ ସୁସ୍ମିତା ବେହେରା, ଶ୍ରମିକ ସଙ୍ଘ ମୁଖ୍ୟ ଜୟକୃଷ୍ଣ ବାରିକି, ପୁରୁଷୋତ୍ତମ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେହି ୱାର୍ଡର ୧ ଶହରରୁ ଊଦ୍ଧ୍ୱ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା […] The post ଶୀତରେ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ… appeared first on Dharitri Odia News.

ଶୀତରେ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ…

ଗଞ୍ଜାମ,୧୮।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ସଂସ୍କୃତିକ ଗୃହରେ ଗ୍ରାସୀମ କମ୍ପାନୀ ପକ୍ଷରୁ ବରିଷ୍ଠ ନାଗରିକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। କମ୍ପାନୀ ୟୁନିଟ ହେଡ଼ ଅଜୟ କୁମାର ଗୁପ୍ତା, ସିଏସଆର ମୁଖ୍ୟ ସୁସ୍ମିତା ବେହେରା, ଶ୍ରମିକ ସଙ୍ଘ ମୁଖ୍ୟ ଜୟକୃଷ୍ଣ ବାରିକି, ପୁରୁଷୋତ୍ତମ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେହି ୱାର୍ଡର ୧ ଶହରରୁ ଊଦ୍ଧ୍ୱ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା । ନୀଳକଣ୍ଠ ବାରିକି, ଶ୍ରାବଣ ବାରିକି, ରିତେଶ ବିଶ୍ୱାଳ,ସୁମୁନାଥ ପଲାଇଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।

The post ଶୀତରେ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ… appeared first on Dharitri Odia News.