ଶୀତଳାପଲ୍ଲୀ ସମ୍‌ ହସ୍ପିଟାଲରେ ଆରମ୍ଭ ହେଲା ଡାଏଲସିସ ଚିକିତ୍ସା

ବ୍ରହ୍ମପୁର: ଗୁରୁବାରଠାରୁ ବ୍ରହ୍ମପୁର ଶୀତଳପଲ୍ଲି ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି ଡାଏଲସିସ ଚିକିତ୍ସା। ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଗରିବଙ୍କ ସୁବିଧା ପାଇଁ ସୁଲଭ ମୂଲ୍ୟରେ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି। ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଏଭଳି ଚିକିତ୍ସା ଉପଲବ୍ଧ ଅଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।ଏଠାରେ ବିଏସକେଓ୍ବାଇ କାର୍ଡଧାରୀଙ୍କୁ ପାଇଁ ସୁବିଧା ମଧ୍ୟ ରହିଛି। ସପ୍ତାହକୁ ଥରେ ଅଭିଜ୍ଞ ଡାକ୍ତର ଭୁବନେଶ୍ୱରରୁ ଆସି ଚିକିତ୍ସା କରିବେ ବୋଲି କହିଛନ୍ତି ବିଭାଗୀୟ ଡାକ୍ତର।

ଶୀତଳାପଲ୍ଲୀ ସମ୍‌ ହସ୍ପିଟାଲରେ ଆରମ୍ଭ ହେଲା ଡାଏଲସିସ ଚିକିତ୍ସା

ବ୍ରହ୍ମପୁର: ଗୁରୁବାରଠାରୁ ବ୍ରହ୍ମପୁର ଶୀତଳପଲ୍ଲି ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି ଡାଏଲସିସ ଚିକିତ୍ସା। ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଗରିବଙ୍କ ସୁବିଧା ପାଇଁ ସୁଲଭ ମୂଲ୍ୟରେ ଉଚ୍ଚତର ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି। ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଏଭଳି ଚିକିତ୍ସା ଉପଲବ୍ଧ ଅଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ଏଠାରେ ବିଏସକେଓ୍ବାଇ କାର୍ଡଧାରୀଙ୍କୁ ପାଇଁ ସୁବିଧା ମଧ୍ୟ ରହିଛି। ସପ୍ତାହକୁ ଥରେ ଅଭିଜ୍ଞ ଡାକ୍ତର ଭୁବନେଶ୍ୱରରୁ ଆସି ଚିକିତ୍ସା କରିବେ ବୋଲି କହିଛନ୍ତି ବିଭାଗୀୟ ଡାକ୍ତର।