ଶୁଦ୍ଧିରେ ହଜେଇ ଦେଲେ କୁନି ଝିଅକୁ, କୋଳେଇ ନେଲେ IIC ବନ୍ଦନା ପାତ୍ର। Daughter returns to family, Kendrapara.

ହଜିଯାଇଥିବା ଝିଅକୁ ମାସ୍ନେହ ଦେଇ ମା କୁ ଫେରେଇଲେ IIC , ଖାକି ପୋଷାକ ତଳେ ବି ଗୋଟେ ମାଆର ମମତା ଆଉ ମଣିଷପଣିଆ ଲୁଚି ରହିଛି l ଯାହାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାଧିକାରୀଣୀ ବନ୍ଦନା ପାତ୍ରଙ୍କ ନିକଟର