ଶୂନଶାନ ଅନ୍ଧାର ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି …
ନୂଆଦିଲ୍ଲୀ,୨୪।୫: ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟପରେ, ଅପରେଶନ ସିନ୍ଦୂର କରିଥିଲେ ଭରତୀୟ ସେନା । ଏକାବେଳକେ ଆତଙ୍କୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଉଡାଇ ଦିଆଯାଇଥିଲା। ପରେ ପୂରା ଅପରେଶନ୍ ସିନ୍ଦୂରକୁ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜଣାଇଥିଲେ ସୋଫିଆ କ୍ୟୁରେଶୀ। ପରେ ପାକ୍- ଭାରତ ମଧ୍ୟରେ କିଛି ଦିନ ଯୁଦ୍ଧ ପରିସ୍ଥିିତି ସୃଷ୍ଟି ହୋଇଥିଲା। ଏହା ମଧ୍ୟରେ ପାକ୍ ସ୍ପାଏ ନେଇ ଭାରତର କେତେ ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ଉଠାଇ ନେଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍। ତେବେ ଏହା […] The post ଶୂନଶାନ ଅନ୍ଧାର ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି … appeared first on Dharitri Odia News.
ସୋଫିଆ କୁରେଶୀ ୧୯୯୯ ମସିହାରେ ଭାରତୀୟ ସେନାରେ ତାଙ୍କର ସେବା ଆରମ୍ଭ କରିଥିଲେ। ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ତାଲିମ ଗ୍ରହଣ କରିଥିଲେ ଓ ସେହି ବର୍ଷ ଲେଫ୍ଟନାଣ୍ଟ ଭାବରେ କମିଶନ ପାଇଥିଲେ। କୁହାଯାଏ ଯେ ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ଥିଲେ, ଯାହା ତାଙ୍କୁ ଦେଶ ସେବା କରିବାକୁ ପ୍ରେରଣା ଦେଇଥିଲା।
The post ଶୂନଶାନ ଅନ୍ଧାର ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି … appeared first on Dharitri Odia News.