ଶୋଡଶ ବରକନିଆ ମହୋତ୍ସବ
ବାଉଁଶୁଣି : ବୌଦ୍ଧ ବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ବରକନିଆଁ ସ୍ଥିତ ହନୁମାନ ମନ୍ଦିର ପରିସରରେ ବୌଦ୍ଧ ଜିଲା ଅଖିଳ ଭାରତ ସନ୍ଥ ସମିତି ପକ୍ଷରୁ ଶୋଡଶ ବରକନିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସନ୍ଥ ସମିତି ର ଅଧକ୍ଷ ମହାରାଜ ଲଛମନ୍ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧୂସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ, ସ୍ବାମୀ ସତ୍ୟାନନ୍ଦ ଗିରି ଓଡ଼ିଶା ଅଧ୍ୟକ୍ଷ, ସୀତା ରମନ ଦାଶ ଅଯୋଧ୍ୟା,ସର୍ବେଶ୍ଵର ଦାସ ଡମ୍ବରୁଗଡ, […]

ବାଉଁଶୁଣି : ବୌଦ୍ଧ ବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ବରକନିଆଁ ସ୍ଥିତ ହନୁମାନ ମନ୍ଦିର ପରିସରରେ ବୌଦ୍ଧ ଜିଲା ଅଖିଳ ଭାରତ ସନ୍ଥ ସମିତି ପକ୍ଷରୁ ଶୋଡଶ ବରକନିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସନ୍ଥ ସମିତି ର ଅଧକ୍ଷ ମହାରାଜ ଲଛମନ୍ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧୂସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ, ସ୍ବାମୀ ସତ୍ୟାନନ୍ଦ ଗିରି ଓଡ଼ିଶା ଅଧ୍ୟକ୍ଷ, ସୀତା ରମନ ଦାଶ ଅଯୋଧ୍ୟା,ସର୍ବେଶ୍ଵର ଦାସ ଡମ୍ବରୁଗଡ, ବଳରାମ ଦାସ ଝରେଇ ବାହାଲ, ଯମୁନା ଗିରି ହରିଆନା, ଅଯୋଧ୍ୟା ଦାସ ବୌଦ୍ଧ, ସୁରେନ୍ଦ୍ର ଦାସ ଗୁନାପଥର ପ୍ରମୁଖ ସାଧୁ ସନ୍ଥ ଉପସ୍ଥିତ ଥିଲେ। ବିଶ୍ୱଶାନ୍ତି ତଥା ବିଶ୍ୱର ମଙ୍ଗଳ କାମନା ପାଇଁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମର୍ଦ୍ଧିତ କରିଥିଲେ।