ଶୌଚ ବେଳେ ମହିଳାଙ୍କ ମୁଣ୍ଡ ଉପରେ ଛିଡ଼ି ପଡିଲା ବିଜୁଳି... ଜଳିଗଲା ଅଧା ଦେହ ...
ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ରବିବାର ସକାଳ ୮ ଟା ସମୟରେ ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବାହାଳସାହି ଗ୍ରାମର କୁମାରୀ ବେହେରା ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବାହାଳସାହି