ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଣ ନୀତି ସରିଲା ୨୭ ରୁ ଯାତ୍ରା ଆରମ୍ଭ

ସମ୍ବଲପୁର:ବୁଧବାର ଅପରାହ୍ନ ସମୟରେ ନନ୍ଦପଡା ର ସର୍ବ ପୁରାତନ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଣ ନୀତି ଅନୁଷ୍ଠିତ ହୋଇଯାଇଛି। ବିଭୁତି ଭୂଷଣ ମିଶ୍ର ଥାଳ ଉଠାଇଥିବା ବେଳେ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ପୂଜାର୍ଚନା କରିଥିଲେ।ଚଳିତ ବର୍ଷ ବର ପିତା ଭାବେ ରାମ ପ୍ରସାଦ ମିଶ୍ର ଓ ବର ମାତା ବବିତା ମିଶ୍ର ହେଉଥିବା ବେଳେ କନ୍ୟା ପିତା ଭାବେ ପ୍ରତାପ ନନ୍ଦ ଓ କନ୍ୟା ମାତା ଲିପିକା ନନ୍ଦ […] The post ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଣ ନୀତି ସରିଲା ୨୭ ରୁ ଯାତ୍ରା ଆରମ୍ଭ appeared first on Odisha.News.

ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଣ ନୀତି ସରିଲା ୨୭ ରୁ ଯାତ୍ରା ଆରମ୍ଭ

ସମ୍ବଲପୁର:ବୁଧବାର ଅପରାହ୍ନ ସମୟରେ ନନ୍ଦପଡା ର ସର୍ବ ପୁରାତନ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଣ ନୀତି ଅନୁଷ୍ଠିତ ହୋଇଯାଇଛି।
ବିଭୁତି ଭୂଷଣ ମିଶ୍ର ଥାଳ ଉଠାଇଥିବା ବେଳେ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ପୂଜାର୍ଚନା କରିଥିଲେ।ଚଳିତ ବର୍ଷ ବର ପିତା ଭାବେ ରାମ ପ୍ରସାଦ ମିଶ୍ର ଓ ବର ମାତା ବବିତା ମିଶ୍ର ହେଉଥିବା ବେଳେ କନ୍ୟା ପିତା ଭାବେ ପ୍ରତାପ ନନ୍ଦ ଓ କନ୍ୟା ମାତା ଲିପିକା ନନ୍ଦ ରହିବେ।
ମଇ ମାସ ୩୧ ତାରିଖ ଦିନ ଶିଵ ପାର୍ବତୀଙ୍କ ବିବାହ କାର୍ଯ୍ୟ ନାରିସେବା ସଦନ ଠାରେ ଅନୁଷ୍ଠିତ ହେବ।ତେବେ ମେ ମାସ ୨୭ ତାରିଖରେ ପତ୍ର ପେଣ୍ଡି,୨୮ ତାରିଖରେ ନୃସିଂହ ନିଉତା ହୋଇ ଜୁନ ୧ ତାରିଖରେ ଶୀତଳ ଷଷ୍ଟୀ ଯାତ୍ରା ହେବା ସହ ଜୁନ ୨ ତାରିଖ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

The post ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠାଣ ନୀତି ସରିଲା ୨୭ ରୁ ଯାତ୍ରା ଆରମ୍ଭ appeared first on Odisha.News.