ଶ୍ରୀକାନ୍ତ ଉଦ୍ୟାନରେ ବୃକ୍ଷରୋପଣ
ସମ୍ବଲପୁର:ବୃକ୍ଷ ହିଁ ଜୀବନ।ଏହି ଜୀବନର ସୁରକ୍ଷା ଓ ତାର ବଂଶ ବୃଦ୍ଧି ହିଁ ବର୍ତ୍ତମାନ ପାଇଁ ଏକ ଅହ୍ୱାନ ହୋଇଥିବା ବେଳେ ଆଜି ଯୁଯୋମୁରା ବ୍ଲକ୍ ଗଡଗଡବାହାକ ଶ୍ରୀକାନ୍ତ ଉଦ୍ୟାନରେ ହୋଇଛି ବୃକ୍ଷରୋପଣ । ଗୁରୁ ପୂର୍ଣ୍ଣମା ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ସୁରେଶ ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀକାନ୍ତ ଉଦ୍ୟାନରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇ ଉଦ୍ୟାନର ଶ୍ରୀ ବୃଦ୍ଧି ପାଇଁ ମିଳିତ ଉଦ୍ୟମରେ ପ୍ରୟାସ କରାଯାଇଛି।ଏଥିରେ ଗ୍ରାମବାସୀ ମଧ୍ୟ ସହଯୋଗର ହାତ […] The post ଶ୍ରୀକାନ୍ତ ଉଦ୍ୟାନରେ ବୃକ୍ଷରୋପଣ appeared first on Odisha.News.
ସମ୍ବଲପୁର:ବୃକ୍ଷ ହିଁ ଜୀବନ।ଏହି ଜୀବନର ସୁରକ୍ଷା ଓ ତାର ବଂଶ ବୃଦ୍ଧି ହିଁ ବର୍ତ୍ତମାନ ପାଇଁ ଏକ ଅହ୍ୱାନ ହୋଇଥିବା ବେଳେ ଆଜି ଯୁଯୋମୁରା ବ୍ଲକ୍ ଗଡଗଡବାହାକ ଶ୍ରୀକାନ୍ତ ଉଦ୍ୟାନରେ ହୋଇଛି ବୃକ୍ଷରୋପଣ ।
ଗୁରୁ ପୂର୍ଣ୍ଣମା ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ସୁରେଶ ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀକାନ୍ତ ଉଦ୍ୟାନରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଇ ଉଦ୍ୟାନର ଶ୍ରୀ ବୃଦ୍ଧି ପାଇଁ ମିଳିତ ଉଦ୍ୟମରେ ପ୍ରୟାସ କରାଯାଇଛି।ଏଥିରେ ଗ୍ରାମବାସୀ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।
The post ଶ୍ରୀକାନ୍ତ ଉଦ୍ୟାନରେ ବୃକ୍ଷରୋପଣ appeared first on Odisha.News.