ଶ୍ରୀଜୀଉଙ୍କ ଆଶିଷ ଭିକ୍ଷା କଲେ ବିଜେପି ନେତା
ଡେସ୍କ: ବୁଧବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପୂର୍ବରୁ ବିଜେପିର ଏକ ଦଳ ମଙ୍ଗଳପୁର ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଏହି ଦଳରେ ନିମାପଡ଼ାର ନବ ନିର୍ବାଚିତ ବିଧାୟକ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଚିଲିକା ବିଧାୟକ ପୃଥ୍ୱିରାଜ ହରିଚନ୍ଦନ ପ୍ରମୁଖ ସାମିଲ୍ ଥିଲେ। ଆତଙ୍କବାଦୀଙ୍କୁ ଧରିବାକୁ ସେନା ଓ ସିଆରପିଏଫର ୧୧ଟି ଦଳ ନିୟୋଜିତ ଓଡ଼ିଶାରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିର […]

ଡେସ୍କ: ବୁଧବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପୂର୍ବରୁ ବିଜେପିର ଏକ ଦଳ ମଙ୍ଗଳପୁର ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଏହି ଦଳରେ ନିମାପଡ଼ାର ନବ ନିର୍ବାଚିତ ବିଧାୟକ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଚିଲିକା ବିଧାୟକ ପୃଥ୍ୱିରାଜ ହରିଚନ୍ଦନ ପ୍ରମୁଖ ସାମିଲ୍ ଥିଲେ।
ଓଡ଼ିଶାରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିର ସରକାର ହେଉଥିବାରୁ ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟ/ସଦସ୍ୟା ମାନଙ୍କର ଶପଥ ଗ୍ରହଣ ସମାରୋହ ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦଳ ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଇଛି।