ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁରଙ୍କ ସୋସିଆଲ୍ ମିଡିଆରେ ହଙ୍ଗାମା

ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ‘ଦି ଆର୍ଚିଜ୍’ ତାରକା ପ୍ରାୟତଃ ନିଜ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ନିଜ ବିଷୟରେ ଅପଡେଟ୍ ପ୍ରଦାନ କରିଥା’ନ୍ତି।