#ଶ୍ରୀମନ୍ଦିର ନା ଖେଳଘର ?

ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌ ! ସରକାର ସାଜିଛନ୍ତି ନିରବଦ୍ରଷ୍ଟା ! ବାରମ୍ବାର ଉଡୁଛି ଡ୍ରୋନ୍‌ । ସବୁ ସାଜିଛନ୍ତି ଦେଖଣାହାରୀ । ଅନେକ ଥର ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିସାରିଥିଲେ ମଧ୍ୟ ପ୍ରଶାସନ କି ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି କି ଦୋଷୀଙ୍କ ବିରୋଧରେ ନେଇନାହାନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।

#ଶ୍ରୀମନ୍ଦିର ନା ଖେଳଘର ?
Array