ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ : ଭକ୍ତଙ୍କ ଗୋଡରେ ଆଘାତ ଲାଗି ପଡିଲା ରକ୍ତଛିଟା

ପୁରୀ ୩୧।୮: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ । ସକାଳ ଧୂପ ବଢି ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି । ଧୁକୁଡ଼ି ଦ୍ବାର ନିକଟରେ ଜଣେ ଭକ୍ତଙ୍କ ଗୋଡରେ ଆଘାତ ଲାଗି ରକ୍ତଛିଟା ପଡିବାରୁ ହୋଇଛି ବଡ଼ ମହାସ୍ନାନ । ଫଳରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ଗାରଦର ସୂଚନା ଅନୁଯାୟୀ ଦିନ ପ୍ରାୟ ଗୋଟାଏ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।You Can Read:ବଙ୍ଗୋପସାଗରରେ ଅବପାତର ରୂପ ନେଲା ସୁଦୃଶ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା 

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ : ଭକ୍ତଙ୍କ ଗୋଡରେ ଆଘାତ ଲାଗି ପଡିଲା ରକ୍ତଛିଟା

ପୁରୀ ୩୧।୮: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ । ସକାଳ ଧୂପ ବଢି ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି । ଧୁକୁଡ଼ି ଦ୍ବାର ନିକଟରେ ଜଣେ ଭକ୍ତଙ୍କ ଗୋଡରେ ଆଘାତ ଲାଗି ରକ୍ତଛିଟା ପଡିବାରୁ ହୋଇଛି ବଡ଼ ମହାସ୍ନାନ । ଫଳରେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । 

ଶ୍ରୀମନ୍ଦିର ଗାରଦର ସୂଚନା ଅନୁଯାୟୀ ଦିନ ପ୍ରାୟ ଗୋଟାଏ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।

You Can Read:

ବଙ୍ଗୋପସାଗରରେ ଅବପାତର ରୂପ ନେଲା ସୁଦୃଶ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା