ଶ୍ରେଷ୍ଠ ପର୍ବ ପାଟ ପର୍ବ

୧୩ ଦିନିଆ ଚଡକ ଯାତ୍ରାର ଅନ୍ତିମ ଦିନରେ ପାଳନ ହୋଇଛି ଶ୍ରେଷ୍ଠ ପର୍ବ ପାଟ ପର୍ବ। ଲକ୍ଷ ଲକ୍ଷ ଶିବ ଭକ୍ତଙ୍କ ଗହଣରେ ଉପବିତଧାରୀ ଦେହରେ କଣ୍ଟା ଫୋଡି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଶ୍ରେଷ୍ଠ ପର୍ବ ପାଟ ପର୍ବ
Array