ଷ୍ଟାଡିୟମ୍ ହେବ କ୍ରିକେଟ୍ ହବ୍
ଅସଜଡା ହୋଇ ପଡ଼ି ରହିଥିଲା ଏଇ ଷ୍ଟାଡିୟମ୍... ଏବେ ହରାଭରା ହେବ...ଦିନେ ଖାଲଖମାରେ ପରିପୂର୍ଣ୍ଣ ଥିବା ଏଇ ଷ୍ଟାଡିୟମ୍ ଏବେ ସବୁଜ ଘାସ ଗାଲିଚାରେ ରଙ୍ଗୀନ୍ ହୋଇଯିବ। ଓସିଏ ଚୁକ୍ତି କରିବା ପରେ ଏବେ ଏଇ ଷ୍ଟାଡିୟମ୍ ପାଲଟିବ କ୍ରିକେଟ୍ ହବ।