ଷ୍ଟିଲ ସିଟି ରାଉରକେଲାରେ ମାତିଲେ ଲୁଟେରା, ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ

ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ମାତିଲେ ଲୁଟେରା । ରଘୁନାଥପାଲି ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦିବାଲୋକରେ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଲୁଟ । ଟଙ୍କା ନେଇ ଯାଉଥିବା ବେଳେ ଫ୍ଲିପକାର୍ଟ କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି। ଫ୍ଲିପକାର୍ଟ ଅଫିସରେ କାମ କରୁଥିବା ଜଣେ କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ହେଲେ ବନ୍ଧୁକ ମୁନରେ ଲୁଟର ଶିକାର ହୋଇଛନ୍ତି। ୫ ଲକ୍ଷ ୮୪ ହଜାର ଟଙ୍କା ନେଇ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା […] The post ଷ୍ଟିଲ ସିଟି ରାଉରକେଲାରେ ମାତିଲେ ଲୁଟେରା, ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ appeared first on KNews Odisha.

ଷ୍ଟିଲ ସିଟି ରାଉରକେଲାରେ ମାତିଲେ ଲୁଟେରା, ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ
gun

ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ମାତିଲେ ଲୁଟେରା । ରଘୁନାଥପାଲି ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦିବାଲୋକରେ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଲୁଟ । ଟଙ୍କା ନେଇ ଯାଉଥିବା ବେଳେ ଫ୍ଲିପକାର୍ଟ କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି। ଫ୍ଲିପକାର୍ଟ ଅଫିସରେ କାମ କରୁଥିବା ଜଣେ କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ହେଲେ ବନ୍ଧୁକ ମୁନରେ ଲୁଟର ଶିକାର ହୋଇଛନ୍ତି। ୫ ଲକ୍ଷ ୮୪ ହଜାର ଟଙ୍କା ନେଇ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଫ୍ଲିପକାର୍ଟ ଅଫିସରୁ ବ୍ୟାଙ୍କ ଯିବାକୁ ବାହାରୁଥିବା ବେଳେ ବନ୍ଧୁକ ଦେଖାଇ କର୍ମଚାରୀଙ୍କ ଠାରୁ ଲୁଟି ନେଇ ଫେରାର ମାରିଲେ ଲୁଟେରା। ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ । ଫେରାର ଲୁଟେରାଙ୍କୁ ଧରିବାକୁ ଅଭିଯାନ ଚାଲିଛି।

The post ଷ୍ଟିଲ ସିଟି ରାଉରକେଲାରେ ମାତିଲେ ଲୁଟେରା, ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ appeared first on KNews Odisha.