ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ।

କୋକସରା:୧୨/୦୪ ର୍ମଗଡ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରେ ବେଆଇନ ଭାବେ ପୋଡ଼ୁ ଚାଷ ପାଇଁ ଜଙ୍ଗଲ ରେ ନିଆଁ ଲଗାଉ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ନେତୃତ୍ୱରେ ଆମପାଣି ଫରେଷ୍ଟ ଗାର୍ଡ ଓ କର୍ମଚାରୀ ମାନେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ପାପଡାହାଣ୍ଡି ବ୍ଲକ ମାଝୀଗୁଡା,ସାନ ବାରଲୀ ର ଗୁରୁବନ୍ଧୁ ମାଝୀ (୫୦) କୁ ଘଟଣାସ୍ଥଳ […] The post ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ। appeared first on Odisha.News.

ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ।

କୋକସରା:୧୨/୦୪
ର୍ମଗଡ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ରେ ବେଆଇନ ଭାବେ ପୋଡ଼ୁ ଚାଷ ପାଇଁ ଜଙ୍ଗଲ ରେ ନିଆଁ ଲଗାଉ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କ ନେତୃତ୍ୱରେ ଆମପାଣି ଫରେଷ୍ଟ ଗାର୍ଡ ଓ କର୍ମଚାରୀ ମାନେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ପାପଡାହାଣ୍ଡି ବ୍ଲକ ମାଝୀଗୁଡା,ସାନ ବାରଲୀ ର ଗୁରୁବନ୍ଧୁ ମାଝୀ (୫୦) କୁ ଘଟଣାସ୍ଥଳ ରୁ ଗିରଫ କରି ଧର୍ମଗଡ ରେଞ୍ଜ ଅଫିସ କୁ ନେଇ ଅଟକ ରଖିବା ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକ ସୂଚନା ଦେଇଛନ୍ତି।

The post ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ। appeared first on Odisha.News.