ସକାଳ ୮.୩୦ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୧ ସହର
ଭୁବନେଶ୍ୱର ୨୩।୦୪ : ଆଜି ବି ତାତିରୁ ମିଳୁନି ତ୍ରାହି । ୩୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା । ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଲେଶ୍ୱରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ପାରାଦୀପରେ ୩୩.୪ ଡିଗ୍ରୀ, ଭୁବନେଶ୍ୱରରେ ୩୩.୨ ଡିଗ୍ରୀ, ଭବାନୀପାଟଣାରେ ୩୩ ଡିଗ୍ରୀ, ଗୋପାଳପୁରରେ ୩୨.୬ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨.୪ ଡିଗ୍ରୀ, ଜଗତସିଂହପୁରରେ ୩୨.୪ ଡିଗ୍ରୀ, କଟକରେ ୩୨.୨ ଡିଗ୍ରୀ, ବୌଦ୍ଧରେ ୩୨ ଡିଗ୍ରୀ, ଯାଜପୁରରେ ୩୨ ଡିଗ୍ରୀ ରେକର୍ଡ ହୋଇଛି ।ଆଗକୁ ମଧ୍ୟ ଆହୁରି ତାତି ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଭୁବନେଶ୍ୱର ୨୩।୦୪ : ଆଜି ବି ତାତିରୁ ମିଳୁନି ତ୍ରାହି । ୩୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା । ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଲେଶ୍ୱରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ପାରାଦୀପରେ ୩୩.୪ ଡିଗ୍ରୀ, ଭୁବନେଶ୍ୱରରେ ୩୩.୨ ଡିଗ୍ରୀ, ଭବାନୀପାଟଣାରେ ୩୩ ଡିଗ୍ରୀ, ଗୋପାଳପୁରରେ ୩୨.୬ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨.୪ ଡିଗ୍ରୀ, ଜଗତସିଂହପୁରରେ ୩୨.୪ ଡିଗ୍ରୀ, କଟକରେ ୩୨.୨ ଡିଗ୍ରୀ, ବୌଦ୍ଧରେ ୩୨ ଡିଗ୍ରୀ, ଯାଜପୁରରେ ୩୨ ଡିଗ୍ରୀ ରେକର୍ଡ ହୋଇଛି ।ଆଗକୁ ମଧ୍ୟ ଆହୁରି ତାତି ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।