ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍‌କା, ଥରିଲା ଏସବୁ ଅଞ୍ଚଳ

ଭୁବନେଶ୍ୱର,୩।୧୧: ରାଜଧାନୀରେ ଭୂମିକମ୍ପ। ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଛି । ରାଜଧାନୀ ଭୁବନେଶ୍ବରରେ ସକାଳ ପ୍ରାୟ ୭ଟା ୧୫ ମିନିଟରେ ଭୂମିକମ୍ପ ହୋଇଥିଲା। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ୨ରୁ ୩ ସେକେଣ୍ଡ ଲାଗି ମୃଦୁ ଭୂମିକମ୍ପ ଅନୁଭୂତ କରାଯାଇଥିଲା। ବିଶେଷକରି ପୁରୁଣା ଭୁବନେଶ୍ବର ସମେତ ଭୀମଟାଙ୍ଗୀ, ସିଆର୍‌ପି, ନୟାପଲ୍ଲୀ ଅଞ୍ଚଳରେ କଂପନ […] The post ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍‌କା, ଥରିଲା ଏସବୁ ଅଞ୍ଚଳ appeared first on Dharitri Odia News.

ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍‌କା, ଥରିଲା ଏସବୁ ଅଞ୍ଚଳ

ଭୁବନେଶ୍ୱର,୩।୧୧: ରାଜଧାନୀରେ ଭୂମିକମ୍ପ। ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଛି ।

ରାଜଧାନୀ ଭୁବନେଶ୍ବରରେ ସକାଳ ପ୍ରାୟ ୭ଟା ୧୫ ମିନିଟରେ ଭୂମିକମ୍ପ ହୋଇଥିଲା। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ୨ରୁ ୩ ସେକେଣ୍ଡ ଲାଗି ମୃଦୁ ଭୂମିକମ୍ପ ଅନୁଭୂତ କରାଯାଇଥିଲା। ବିଶେଷକରି ପୁରୁଣା ଭୁବନେଶ୍ବର ସମେତ ଭୀମଟାଙ୍ଗୀ, ସିଆର୍‌ପି, ନୟାପଲ୍ଲୀ ଅଞ୍ଚଳରେ କଂପନ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏ ସ୍ପଷ୍ଟ କରାଯାଇନାହିଁ।

The post ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂକମ୍ପ ଝଟ୍‌କା, ଥରିଲା ଏସବୁ ଅଞ୍ଚଳ appeared first on Dharitri Odia News.