ସକାଳୁ ସକାଳୁ NH ଉପରେ ଘଟିଲା ସଡକ ଦୁର୍ଘଟଣା, ସ୍କୁଟିକୁ ପିଟି ଦେଲା ୧୨ ଚକିଆ ଟ୍ରକ...ଘଟଣାସ୍ଥଳରେ ଚାଲିଗଲା ଜୀବନ...

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଛକ ନିକଟରେ କଣ୍ଟେନର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତଳନଗର ଗାଁର ଶିବପ୍ରସାଦ ଜେନା।ଶିବପ୍ରଶାଦ ଜାମୁଝାଡ଼ି ପେଟ୍ରୋଲ ପମ୍ପରେ ସ୍କୁଟିରେ ତେଲ ପକାଇ