ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା ବରଯାତ୍ରୀ ଗାଡି, ପୋଲିସର ପଚରାଉଚରା

ଧର୍ମଗଡ ୧୮।୫: ଦୋକାନ ଭିତରେ ପଶିଗଲା ସ୍କର୍ପିଓ l ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ଘଟିଛି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଭବାନୀପାଟଣାରୁ ଧର୍ମଗଡ ଆସୁଥିବା ସ୍କର୍ପିଓ ଦ୍ରୁତ ଗତିରେ ବରଯାତ୍ରୀକୁ ନେଇ ଆସୁଥିବା ଏକ ସ୍କର୍ପିଓ ଗୋଟିଏ ବଡ ଗାଈକୁ ଧକ୍କା ଦେଇଥିଲା l ଫଳରେ ଉକ୍ତ ସ୍ଥାନରେ ଗାଈଟିର ମୄତ୍ୟୁ ହୋଇ ଯାଇଥିଲା l ପରେ ଭାରସାମ୍ୟ ହରାଇ ଏକ କପଡା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା l ଉଭୟ ଦୋକାନ ଓ ଗାଡିର ଅନେକ ଅଂଶ ନଷ୍ଟ ହୋଇଯାଇଛି l ପୋଲିସ ସମସ୍ତ ବରଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି lYou Can Read :କଟକ ଆସିବେ ପ୍ରଧାନମନ୍ତ୍ରୀ, ଗସ୍ତ ପୂର୍ବରୁ ବାୟୁସେନାର ମକଡ୍ରିଲ୍‌

ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା ବରଯାତ୍ରୀ ଗାଡି, ପୋଲିସର ପଚରାଉଚରା

ଧର୍ମଗଡ ୧୮।୫: ଦୋକାନ ଭିତରେ ପଶିଗଲା ସ୍କର୍ପିଓ l ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଭବାନୀପାଟଣାରୁ ଧର୍ମଗଡ ଆସୁଥିବା ସ୍କର୍ପିଓ ଦ୍ରୁତ ଗତିରେ ବରଯାତ୍ରୀକୁ ନେଇ ଆସୁଥିବା ଏକ ସ୍କର୍ପିଓ ଗୋଟିଏ ବଡ ଗାଈକୁ ଧକ୍କା ଦେଇଥିଲା l ଫଳରେ ଉକ୍ତ ସ୍ଥାନରେ ଗାଈଟିର ମୄତ୍ୟୁ ହୋଇ ଯାଇଥିଲା l ପରେ ଭାରସାମ୍ୟ ହରାଇ ଏକ କପଡା ଦୋକାନର ସଟର ଭାଙ୍ଗି ଦୋକାନ ଭିତରେ ପଶିଗଲା l ଉଭୟ ଦୋକାନ ଓ ଗାଡିର ଅନେକ ଅଂଶ ନଷ୍ଟ ହୋଇଯାଇଛି l ପୋଲିସ ସମସ୍ତ ବରଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି l

You Can Read :

କଟକ ଆସିବେ ପ୍ରଧାନମନ୍ତ୍ରୀ, ଗସ୍ତ ପୂର୍ବରୁ ବାୟୁସେନାର ମକଡ୍ରିଲ୍‌