ସତର୍କ ରୁହ ୩ ଦିନ, SRC କହିଲେ ପିକ୍ ଆଓ୍ୱାରକୁ ଆଭଏଡ୍ କର

ଭୁବନେଶ୍ୱର ୩୧/୦୫: ଆଗାମୀ ୩ ଦିନ ଗୁରୁତ୍ବପୂର୍ଣ୍ଣ । ପଂଶ୍ଚିମ ଓଡିଶା ଏବଂ ସେଣ୍ଟ୍ରାଲ ଓଡିଶା କୁ ସତର୍କ କଲେ SRC । ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ କାହିଁକି ଏତେ ସଂଖ୍ୟକ ମୃତ୍ୟୁ ହେଲା ତାହାର ତଦନ୍ତ କରିବେ । ସମୁଦାୟ ୧୮ ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି । ସୁନ୍ଦରଗଡ଼ରୁ ୧୨ ଓ ଝାରସୁଗୁଡ଼ାରୁ ୬ । ସ୍ବାସ୍ଥ୍ୟ ବିଭାଗ ର ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ଏବଂ ଜିଲ୍ଲାପାଳ ଏହାର ତଦନ୍ତ କରିବେ। ସମୁଦାୟ ୫ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି। ସତର୍କ ଦିଆଯାଇଥିବା ଜିଲ୍ଲା ଗୁଡ଼ିକରେ ପିକ ଆଓ୍ୱାରରେ କାମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ପ୍ରାଥମିକ ତଦନ୍ତ ସ୍ପଷ୍ଟ ଯେ, ଅଂଶୁଘାତ ଜନିତ ମୃତ୍ୟୁ ଅଧିକାଂଶ ଟ୍ରକ୍ ଡ୍ରାଇଭର ଓ ଶ୍ରମିକ ଥିବା ଜଣା ପଡିଛି। ଆସନ୍ତା ତିନି ଦିନ ଗୁରୁତ୍ବ ପୂର୍ଣ୍ଣ। ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ଶ୍ରମ କମିଶନ ସହ ଆଲୋଚନା କରିଛୁ। ପିକ୍ ଆଓ୍ୱାରକୁ ଆଭଏଡ୍‌ କରନ୍ତୁ। ସେଣ୍ଟ୍ରାଲ ଓ ପଶ୍ଚିମ ଓଡ଼ିଶାକୁ ଆମର ସତର୍କ ସୂଚନା। ଉପକୁଳ ଜିଲ୍ଲାରେ ତାପମାତ୍ରା ସ୍ଥିର ରହିବ, କିନ୍ତୁ ପ୍ରବଳ ଗୁଳୁଗୁଳି ହେବ। କିଛି ସ୍ଥାନରେ ନିର୍ବାଚନ ହେବ। CEO ଅଫିସ ରୁ ମାର୍ଗ ଦର୍ଶିକା ଜାରି ହୋଇଛି । 

ସତର୍କ ରୁହ ୩ ଦିନ, SRC କହିଲେ ପିକ୍ ଆଓ୍ୱାରକୁ ଆଭଏଡ୍ କର

ଭୁବନେଶ୍ୱର ୩୧/୦୫: ଆଗାମୀ ୩ ଦିନ ଗୁରୁତ୍ବପୂର୍ଣ୍ଣ । ପଂଶ୍ଚିମ ଓଡିଶା ଏବଂ ସେଣ୍ଟ୍ରାଲ ଓଡିଶା କୁ ସତର୍କ କଲେ SRC । ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ କାହିଁକି ଏତେ ସଂଖ୍ୟକ ମୃତ୍ୟୁ ହେଲା ତାହାର ତଦନ୍ତ କରିବେ । ସମୁଦାୟ ୧୮ ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି । 

ସୁନ୍ଦରଗଡ଼ରୁ ୧୨ ଓ ଝାରସୁଗୁଡ଼ାରୁ ୬ । ସ୍ବାସ୍ଥ୍ୟ ବିଭାଗ ର ଉଚ୍ଚ ସ୍ତରୀୟ ଡାକ୍ତରୀ ଦଳ ଏବଂ ଜିଲ୍ଲାପାଳ ଏହାର ତଦନ୍ତ କରିବେ। ସମୁଦାୟ ୫ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି। ସତର୍କ ଦିଆଯାଇଥିବା ଜିଲ୍ଲା ଗୁଡ଼ିକରେ ପିକ ଆଓ୍ୱାରରେ କାମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ପ୍ରାଥମିକ ତଦନ୍ତ ସ୍ପଷ୍ଟ ଯେ, ଅଂଶୁଘାତ ଜନିତ ମୃତ୍ୟୁ ଅଧିକାଂଶ ଟ୍ରକ୍ ଡ୍ରାଇଭର ଓ ଶ୍ରମିକ ଥିବା ଜଣା ପଡିଛି। ଆସନ୍ତା ତିନି ଦିନ ଗୁରୁତ୍ବ ପୂର୍ଣ୍ଣ। 

ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ଶ୍ରମ କମିଶନ ସହ ଆଲୋଚନା କରିଛୁ। ପିକ୍ ଆଓ୍ୱାରକୁ ଆଭଏଡ୍‌ କରନ୍ତୁ। ସେଣ୍ଟ୍ରାଲ ଓ ପଶ୍ଚିମ ଓଡ଼ିଶାକୁ ଆମର ସତର୍କ ସୂଚନା। ଉପକୁଳ ଜିଲ୍ଲାରେ ତାପମାତ୍ରା ସ୍ଥିର ରହିବ, କିନ୍ତୁ ପ୍ରବଳ ଗୁଳୁଗୁଳି ହେବ। କିଛି ସ୍ଥାନରେ ନିର୍ବାଚନ ହେବ। CEO ଅଫିସ ରୁ ମାର୍ଗ ଦର୍ଶିକା ଜାରି ହୋଇଛି ।