ସତ୍ୟ ସାଇ ସେବା ସଂଗଠନ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ।

ହାଟଡିହି ଶ୍ରୀ ସତ୍ୟସାଇ ସେବା ସମିତି ମରେଇଗାଁ ଅଧିନ ରେ ଗଢି ଉଠିଥିବା ଅନେକ ଭଜନ ମଣ୍ଡଳୀ ରେ ଭିନ୍ନ ଭିନ୍ନ ସମୟରେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସକାଳୁ ନଗର ସଂକୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ନାମର୍ଚନା, ସନ୍ଧ୍ୟା ରେ ଭଜନ , ସତସଙ୍ଗ ସହ ବାଲ ବିକାଶ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ […] The post ସତ୍ୟ ସାଇ ସେବା ସଂଗଠନ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ। appeared first on Odisha.News.

ସତ୍ୟ ସାଇ ସେବା ସଂଗଠନ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ।

ହାଟଡିହି ଶ୍ରୀ ସତ୍ୟସାଇ ସେବା ସମିତି ମରେଇଗାଁ ଅଧିନ ରେ ଗଢି ଉଠିଥିବା ଅନେକ ଭଜନ ମଣ୍ଡଳୀ ରେ ଭିନ୍ନ ଭିନ୍ନ ସମୟରେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସକାଳୁ ନଗର ସଂକୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ନାମର୍ଚନା, ସନ୍ଧ୍ୟା ରେ ଭଜନ , ସତସଙ୍ଗ ସହ ବାଲ ବିକାଶ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଇନଚୋଳ ସାଇ ସମିତି ର ଆବାହକ ଆଦିକନ୍ଦ ସ୍ୱାଇଁ , ମଠ କପୁଣ୍ଡି ଭଜନ ମଣ୍ଡଳୀ ଆବାହକ ସନ୍ତୋଷ କୁମାର ଚକ୍ର, ଗୌର କୃଷ୍ଣ ନାୟକ , ବାଲ ବିକାଶ ଗୁରୁ ବିଭୂତି ଭୂଷଣ ଜେନା, ପ୍ରଦୀପ କୁମାର ଜେନା, ରତିକାନ୍ତ ମୁଦୁଲି, ମନମୋହନ ଜେନା, ଆନନ୍ଦ ଜେନା, ରଶ୍ମି ରେଖା ଜେନା, ମମତା ମଞ୍ଜରୀ ମୁଦୁଲି, ଯମୁନା ଭୂୟାଁ, ଯୁଳ ଭୂୟାଁ, ଙ୍କ ସହ ଟୁନା ନାୟକ, ସତ୍ୟଭାମା ବେହେରା, ପ୍ରମୁଖ ରହି ସହୋଜୋଗ ଥିଲେ।

The post ସତ୍ୟ ସାଇ ସେବା ସଂଗଠନ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ। appeared first on Odisha.News.