ସତ୍ୟବାଦୀ ଅଞ୍ଚଳକୁ ବାର୍ଡ ଫ୍ଲୁ ଘୋଷଣା, କୁକୁଡା ବିକ୍ରି ଉପରେ ରୋକ୍
ମୁମ୍ଵାଇ ୨୫।୦୮: ପିପିଲିରେ ଦ୍ରୁତ ଗତିରେ ବ୍ଲାର୍ଡ ଫ୍ଲୁ ବଢ଼ିବାରେ ଲାଗିଛି । ବ୍ଲାର୍ଡ ଫ୍ଲୁର ସଂଖ୍ୟା ବଢ଼ିବା ଦେଖି ସତ୍ୟବାଦୀ ଅଞ୍ଚଳକୁ ବାର୍ଡ ଫ୍ଲୁ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଏଥିସହ ପିପିଲି ଅଞ୍ଚଳରେ ଥିବା ସମସ୍ତ କୁକୁଡ଼ା ଫାର୍ମ ସହ କୁକୁଡ଼ାକୁ ଦୋକାନୀ କିମ୍ୱା ଲୋକଙ୍କୁ ବିକ୍ରି କରିବା ଉପରେ ରୋକ୍ ଲଗାଇଛି । ପିପିଲିର ୫୪ ଟି ଏବଂ ସତ୍ୟବାଦୀର ୨୧ ଟି କୁକୁଡ଼ା ଫାର୍ମାର କୁକୁଡ଼ାକୁ ମାରି ପୋତିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସେପଟେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବରକୁ ପିପିଲି ଅଞ୍ଚଳର କୁକୁଡ଼ା ଚାଷୀ ପ୍ରତ୍ୟାଖାନ କରିଛନ୍ତି । ପ୍ରଶାସନ ଯଦି କ୍ଷତି ପୂରଣ ନ ଦିଏ ତେବେ ରାଜରାସ୍ଥାକୁ ଓହ୍ଲାଇବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଏନେଇ ମଙ୍ଗଳପୁରଠାରେ ଚାଷୀ ଓ ପ୍ରଶାସନର ମିଳିତ ବୈଠକ ହେବାର ଯୋଜନା ରହିଛି ।
ମୁମ୍ଵାଇ ୨୫।୦୮: ପିପିଲିରେ ଦ୍ରୁତ ଗତିରେ ବ୍ଲାର୍ଡ ଫ୍ଲୁ ବଢ଼ିବାରେ ଲାଗିଛି । ବ୍ଲାର୍ଡ ଫ୍ଲୁର ସଂଖ୍ୟା ବଢ଼ିବା ଦେଖି ସତ୍ୟବାଦୀ ଅଞ୍ଚଳକୁ ବାର୍ଡ ଫ୍ଲୁ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଏଥିସହ ପିପିଲି ଅଞ୍ଚଳରେ ଥିବା ସମସ୍ତ କୁକୁଡ଼ା ଫାର୍ମ ସହ କୁକୁଡ଼ାକୁ ଦୋକାନୀ କିମ୍ୱା ଲୋକଙ୍କୁ ବିକ୍ରି କରିବା ଉପରେ ରୋକ୍ ଲଗାଇଛି । ପିପିଲିର ୫୪ ଟି ଏବଂ ସତ୍ୟବାଦୀର ୨୧ ଟି କୁକୁଡ଼ା ଫାର୍ମାର କୁକୁଡ଼ାକୁ ମାରି ପୋତିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।
ସେପଟେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବରକୁ ପିପିଲି ଅଞ୍ଚଳର କୁକୁଡ଼ା ଚାଷୀ ପ୍ରତ୍ୟାଖାନ କରିଛନ୍ତି । ପ୍ରଶାସନ ଯଦି କ୍ଷତି ପୂରଣ ନ ଦିଏ ତେବେ ରାଜରାସ୍ଥାକୁ ଓହ୍ଲାଇବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଏନେଇ ମଙ୍ଗଳପୁରଠାରେ ଚାଷୀ ଓ ପ୍ରଶାସନର ମିଳିତ ବୈଠକ ହେବାର ଯୋଜନା ରହିଛି ।