ସଫଳତା ପାଇବାକୁ ବାହାନା ନୁହେଁ କଠିନ ପରିଶ୍ରମ ଲୋଡା

ନିଷ୍ଠା ଓ ଏକାଗ୍ରତା ଆଗରେ ହାର ମାନିଗଲା ଅକ୍ଷମତା। ନାଁ ତାଙ୍କୁ ଦେଖାଯାଏ, ନାଁ କିଛି ଶୁଣାଯାଏ, ନାଁ କିଛି ସେ କହି ପାରନ୍ତି। ସେଥିରେ ମଧ୍ୟ ସେ ICSE ଦଶମ ପରୀକ୍ଷାରେ ରଖିଛନ୍ତି ୯୫ ପ୍ରତିଶତ ମାର୍କ।