‘ସବୁ କ୍ରାଇମର ହାର କମିଛି’
ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛନ୍ତି।
ପୂର୍ବରୁ ଆଇନ ବ୍ୟବସ୍ଥା ଥାନାମାନଙ୍କ ହାତରେ ନଥିଲା। ଏହା ପି ଆଉ କେ’ଙ୍କ ହାତରେ ଥିଲା। ପି ଓ କେ’ ପୂରା ଆଇନ ବ୍ୟବସ୍ଥାକୁ କଣ୍ଟ୍ରୋଲ କରୁଥିଲେ। ତେଣୁ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ଥିଲା। ଏବେ ସୁଧୁରୁଛି: ସନ୍ତୋଷ ଖଟୁଆ, ବିଜେପି ବିଧାୟକ