ସବୁ ଗୋଟି ଗୋଟି ସତ କୁହ
ଦଇତାପତି ରାମକୃଷ୍ଣ ଦାସମହାପାତ୍ର ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଉତ୍ତର ଦେବାକୁ ଆସିଛନ୍ତି। ପୂର୍ବରୁ ପ୍ରେସମିଟ୍ କରି ଗୋଳମାଳିଆ ଉତ୍ତର ଦେଇଥିଲେ। ଦୀଘାରେ ସେଠାର ଗଣମାଧ୍ୟମକୁ କହିଥିଲେ ଗୋଟେକଥା। ଏଠି ଓଡିଶାରେ ଆସି ତାର ଓଲଟପାଲଟ ଜବାବ୍ ଦେଇଛନ୍ତି। ଆଉ ଆଜି ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଛନ୍ତି...