ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର,୨୯।୬: ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଲଗାଯିବ ବୋଲି ମନ୍ତ୍ରୀ ପତ୍ର ମଧ୍ୟ କହିଛନ୍ତି ଧାନ କିଣା ସମୟରେ ସ୍ୱଚ୍ଛତା ଏବଂ ଦୁର୍ନୀତି ବନ୍ଦ କରିବା ପାଇଁ ସିସିଟିଭି କ୍ୟାମେରା ସବୁ ପ୍ରାଥମିକତା ଭିତ୍ତିରେ ରହିବ। ଦୋଷୀ ସାବ୍ୟସ୍ତ ହେଲେ ଘଟଣାସ୍ଥଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […] The post ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା: ଖାଦ୍ୟ ଯୋଗାଣ ମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୯।୬: ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଲଗାଯିବ ବୋଲି ମନ୍ତ୍ରୀ ପତ୍ର ମଧ୍ୟ କହିଛନ୍ତି
ଧାନ କିଣା ସମୟରେ ସ୍ୱଚ୍ଛତା ଏବଂ ଦୁର୍ନୀତି ବନ୍ଦ କରିବା ପାଇଁ ସିସିଟିଭି କ୍ୟାମେରା ସବୁ ପ୍ରାଥମିକତା ଭିତ୍ତିରେ ରହିବ। ଦୋଷୀ ସାବ୍ୟସ୍ତ ହେଲେ ଘଟଣାସ୍ଥଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷ୍ଣ ପତ୍ର ସୂଚନା ଦେଇଛନ୍ତି।
ଦୁଇ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏବଂ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ୟୁନିଟ୍ ସ୍ଥାପନ କରିବାର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ପତ୍ର କହିଛନ୍ତି।
The post ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା: ଖାଦ୍ୟ ଯୋଗାଣ ମନ୍ତ୍ରୀ appeared first on Dharitri Odia News.