ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ମିଚେଲଙ୍କୁ ୨୪.୭୫ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଛି। ଏଥିସହିତ ଆଇପିଏଲ୍‌ ଇତିହାସରେ ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ମିଚେଲଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଡ୍‌ କରିଥିଲା। ତାଙ୍କର ମୂଳ ମୂଲ୍ୟ ଥିଲା ୨ କୋଟି ଟଙ୍କା। ମୁମ୍ବାଇ, ଦିଲ୍ଲୀ,ଗୁଜରାଟ ଏବଂ କୋଲକାତା ମିଚେଲଙ୍କ ଉପରେ ବିଡ୍‌ ଲଗାଇଥିଲେ। ଶେଷରେ କୋଲକାତା ମିଚେଲକୁ ୨୪.୭୫ କୋଟିରେ କିଣିଛି। The post ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା appeared first on Dharitri Odia News.

ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ମିଚେଲଙ୍କୁ ୨୪.୭୫ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଛି। ଏଥିସହିତ ଆଇପିଏଲ୍‌ ଇତିହାସରେ ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ମିଚେଲଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବିଡ୍‌ କରିଥିଲା। ତାଙ୍କର ମୂଳ ମୂଲ୍ୟ ଥିଲା ୨ କୋଟି ଟଙ୍କା। ମୁମ୍ବାଇ, ଦିଲ୍ଲୀ,ଗୁଜରାଟ ଏବଂ କୋଲକାତା ମିଚେଲଙ୍କ ଉପରେ ବିଡ୍‌ ଲଗାଇଥିଲେ। ଶେଷରେ କୋଲକାତା ମିଚେଲକୁ ୨୪.୭୫ କୋଟିରେ କିଣିଛି।

The post ସବୁଠାରୁ ମହଙ୍ଗା ଖେଳାଳି: ମିଚେଲଙ୍କୁ ୨୪.୭୫ କୋଟିରେ କିଣିଲା କୋଲକାତା appeared first on Dharitri Odia News.