ସବ୍ୟସାଚୀ ହଲ୍ ଆସିଲେ ଖାଣ୍ଟି ଅନନ୍ତା ବେଶରେ ! Ananta is my best odia work till now, Sabyasachi Mishra.

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ "ଅନନ୍ତା" । କଟକ ବୃନ୍ଦାବନ ସିନେମା ହଲ୍ ରେ ରିଲିଜ୍ ହୋଇଛି ଚଳଚ୍ଚିତ୍ର "ଅନନ୍ତା" । ତେବେ ରଜରେ ଏହି ସିନେମା ବେଶ୍ ସଫଳତା ଆଣିଦେବ ବୋଲି ପୁରା ଟିମ୍ ଆଶା ରଖିଛି। #sabyasachimishra #ananta #odiamovie