ସଭାମଞ୍ଚରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଜନ୍ମଦିନ ପାଳିଲେ କର୍ମୀ
ଭଦ୍ରକ ୭।୫: ନିର୍ବାଚନ ପ୍ରଚାର ବେଳେ ବିଧାୟକ ପ୍ରାର୍ଥୀଙ୍କ ଜନ୍ମଦିନ ପାଳନ କଲେ କର୍ମୀ । କେକ୍ କାଟିବା ସହ ଜନ୍ମଦିନ ପାଳନ କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ କସିମପୁର ଠାରେ ବିଜେଡି କର୍ମୀ ସମ୍ମିଳନୀ ଆୟୋଜିତ କରିଛି । ତେବେ ବିଜେଡିର ଧାମନଗର ବିଧାନସଭା ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସଙ୍କ ଜନ୍ମଦିନ ଥିବାରୁ କର୍ମୀମାନେ ପ୍ରଚାର ବେଳେ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ସଭାମଞ୍ଚରେ କର୍ମୀ ଓ ଭୋଟରମାନେ ବିଧାୟକ ପ୍ରାର୍ଥୀ ସଞ୍ଜୟଙ୍କ ସହ କେକ୍ କାଟିଛନ୍ତି । ସଞ୍ଜୟ ଦାସ କହିଛନ୍ତି ଯେ, ଜନ୍ମ ଦିନରେ ଭୋଟରଙ୍କ ଆଶୀର୍ବାଦ ପାଇଛି । ଆଗାମୀ ଦିନରେ ଏହି ଆଶୀର୍ବାଦ ଭୋଟ୍ରେ ଦେବା ପାଇଁ ଅନୁରୋଧ କରିଛନ୍ତି । କର୍ମୀ ସମ୍ମିଳନୀରେ ଧାମନଗର ବ୍ଲକର ପୂର୍ବତନ ଅଧକ୍ଷ କହିଛନ୍ତି ଯେ ବିଜେଡି ପ୍ରତି ଲୋକଙ୍କର ଆସ୍ଥା ରହିଛି । ଉନ୍ନତିମୂଳକ କାର୍ଯ୍ୟ କ୍ଷେତ୍ରରେ ବିଜେଡି କୌଣସି ଦଳ ଦେଖେନାହିଁ । ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛି । ଆଗାମୀ ଦିନରେ ଧାମନଗର ନିଶ୍ଚିତ ବିଜେଡି ହାତରେ ରହିବ ।You Can Read :ଆଗାମୀ ୩ଦିନ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କି.ମି. ବେଗରେ ବହିବ ପବନ
ଭଦ୍ରକ ୭।୫: ନିର୍ବାଚନ ପ୍ରଚାର ବେଳେ ବିଧାୟକ ପ୍ରାର୍ଥୀଙ୍କ ଜନ୍ମଦିନ ପାଳନ କଲେ କର୍ମୀ । କେକ୍ କାଟିବା ସହ ଜନ୍ମଦିନ ପାଳନ କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ କସିମପୁର ଠାରେ ବିଜେଡି କର୍ମୀ ସମ୍ମିଳନୀ ଆୟୋଜିତ କରିଛି । ତେବେ ବିଜେଡିର ଧାମନଗର ବିଧାନସଭା ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସଙ୍କ ଜନ୍ମଦିନ ଥିବାରୁ କର୍ମୀମାନେ ପ୍ରଚାର ବେଳେ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ସଭାମଞ୍ଚରେ କର୍ମୀ ଓ ଭୋଟରମାନେ ବିଧାୟକ ପ୍ରାର୍ଥୀ ସଞ୍ଜୟଙ୍କ ସହ କେକ୍ କାଟିଛନ୍ତି । ସଞ୍ଜୟ ଦାସ କହିଛନ୍ତି ଯେ, ଜନ୍ମ ଦିନରେ ଭୋଟରଙ୍କ ଆଶୀର୍ବାଦ ପାଇଛି । ଆଗାମୀ ଦିନରେ ଏହି ଆଶୀର୍ବାଦ ଭୋଟ୍ରେ ଦେବା ପାଇଁ ଅନୁରୋଧ କରିଛନ୍ତି । କର୍ମୀ ସମ୍ମିଳନୀରେ ଧାମନଗର ବ୍ଲକର ପୂର୍ବତନ ଅଧକ୍ଷ କହିଛନ୍ତି ଯେ ବିଜେଡି ପ୍ରତି ଲୋକଙ୍କର ଆସ୍ଥା ରହିଛି । ଉନ୍ନତିମୂଳକ କାର୍ଯ୍ୟ କ୍ଷେତ୍ରରେ ବିଜେଡି କୌଣସି ଦଳ ଦେଖେନାହିଁ । ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ବହୁ ଉନ୍ନତିମୂଳକ କାର୍ଯ୍ୟ କରିଛି । ଆଗାମୀ ଦିନରେ ଧାମନଗର ନିଶ୍ଚିତ ବିଜେଡି ହାତରେ ରହିବ ।
You Can Read :
ଆଗାମୀ ୩ଦିନ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କି.ମି. ବେଗରେ ବହିବ ପବନ