ସମଗ୍ର ଦେଶବାସୀ ଏକାଠି ଛିଡ଼ା ହୋଇଛନ୍ତି

#ସମଗ୍ର_ଦେଶବାସୀ_ଆଜି_ଏକାଠି_ଛିଡ଼ା_ହୋଇଛନ୍ତି’ \'ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆଜି ସମଗ୍ର ଦେଶ ଏକାଠି ଛିଡ଼ା ହୋଇଛି... ଗତକାଲି ଆମର ସରକାରଙ୍କ ସହିତ ଏକ ବୈଠକ ହୋଇଥିଲା ଯେଉଁଥିରେ ବିରୋଧୀ ଦଳ ଏହି ଘଟଣାର ନିନ୍ଦା କରିଥିଲେ। ସରକାର ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଆମେ ସେମାନଙ୍କ ସହିତ ଛିଡ଼ା ହୋଇଛୁ...।\'

ସମଗ୍ର ଦେଶବାସୀ ଏକାଠି ଛିଡ଼ା ହୋଇଛନ୍ତି
Array