ସମସ୍ୟାର ସମାଧାନ କଲାନି ସିଏମ୍‌ସି : ମୁକୁଳା ଡ୍ରେନ୍ ଭିତରେ ପଶି ସାମାଜିକ କର୍ମୀଙ୍କ ଅଭିନବ ପ୍ରତିବାଦ

କଟକ ୧୪।୩: କଟକ ସହରର ମୁକୁଳା ଡ୍ରେନ୍‌କୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ୍ ଭିତରେ ପଶି କଟକ ୫୩ ନମ୍ବର ୱାର୍ଡର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ ଅଭିନବ ପ୍ରତିବାଦ କରିଛନ୍ତି । ବ୍ୟୋମକେଶ ମୁକୁଳା ଡ୍ରେନ୍ ନେଇ ବାରମ୍ବାର ସିଏମସିରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ୍ ସମସ୍ୟାର ସମାଧାନ ନ କରିବାରୁ ଏଭଳି ପ୍ରତିବାଦ କରିଥିବା କହିଛନ୍ତି ।୨୦୨୨ ମସିହାରୁ ଏଭଳି ସମସ୍ୟା ଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବା ବ୍ୟୋମକେଶ ଅଭିଯୋଗ କରିଛନ୍ତି । ଗତ ୧୩ ତାରିଖ ଯାଏଁ ସିଏମସିକୁ ବ୍ୟୋମକେଶ ଡେଡଲାଇନ୍ ଦେଇଥିଲେ । ହେଲେ ସିଏମ୍‌ସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ସେ ଏଭଳି ପ୍ରତିବାଦ କରିଥିବା କହିଛନ୍ତି ।You Can Read:ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ, ଆଜି ବି ଦଳ ସମଦୂରତା ବଜାୟ ରଖିଛି : ପ୍ରସନ୍ନ ଆଚାର୍ଯ୍ୟ

ସମସ୍ୟାର ସମାଧାନ କଲାନି ସିଏମ୍‌ସି : ମୁକୁଳା ଡ୍ରେନ୍ ଭିତରେ ପଶି ସାମାଜିକ କର୍ମୀଙ୍କ ଅଭିନବ ପ୍ରତିବାଦ

କଟକ : କଟକ ସହରର ମୁକୁଳା ଡ୍ରେନ୍‌କୁ ନେଇ ଅଭିନବ ପ୍ରତିବାଦ । ମୁକୁଳା ଡ୍ରେନ୍ ଭିତରେ ପଶି କଟକ ୫୩ ନମ୍ବର ୱାର୍ଡର ସାମାଜିକ କର୍ମୀ ବ୍ୟୋମକେଶ କାନୁନଗୋ ଅଭିନବ ପ୍ରତିବାଦ କରିଛନ୍ତି । 

ବ୍ୟୋମକେଶ ମୁକୁଳା ଡ୍ରେନ୍ ନେଇ ବାରମ୍ବାର ସିଏମସିରେ ଅଭିଯୋଗ କରିବା ପରେ ମୁକୁଳା ଡ୍ରେନ୍ ସମସ୍ୟାର ସମାଧାନ ନ କରିବାରୁ ଏଭଳି ପ୍ରତିବାଦ କରିଥିବା କହିଛନ୍ତି ।

୨୦୨୨ ମସିହାରୁ ଏଭଳି ସମସ୍ୟା ଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବା ବ୍ୟୋମକେଶ ଅଭିଯୋଗ କରିଛନ୍ତି । ଗତ ୧୩ ତାରିଖ ଯାଏଁ ସିଏମସିକୁ ବ୍ୟୋମକେଶ ଡେଡଲାଇନ୍ ଦେଇଥିଲେ । ହେଲେ ସିଏମ୍‌ସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ସେ ଏଭଳି ପ୍ରତିବାଦ କରିଥିବା କହିଛନ୍ତି ।


You Can Read:

ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ, ଆଜି ବି ଦଳ ସମଦୂରତା ବଜାୟ ରଖିଛି : ପ୍ରସନ୍ନ ଆଚାର୍ଯ୍ୟ