ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ, ବାତିଲ ହେଲା ବିମାନ ଉଡ଼ାଣ
ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ । ବାତିଲ ହେଲା ବିମାନ ଉଡ଼ାଣ । କର୍ମଚାରୀଙ୍କ ଛୁଟି ପାଇଁ ପ୍ରାୟ ୮୬ଟି ବିମାନ ଉଡ଼ାଣ ଭରଣା କରିନାହିଁ ।