ସମ୍ପର୍କୀୟ ଭଉଣୀକୁ ଅସଦାଚରଣ କଲା ଭାଇ...ଥାନାକୁ ଅଭିଯୋଗ କରିବାରୁ ପୁଲିସ ମାଡ ମାରିଥିବା ଅଭିଯୋଗ ଆଣିଲେ ପୀଡ଼ିତା

କାକଟପୁର ବ୍ଲକ ଓଥକା ପଞ୍ଚାୟତ ପ୍ରଧାନସାହିରେ ଛେଳି ଚରାଉଥିବା ବେଳେ ଅଭିଯୋଗକାରିଣୀ ଯୁବତୀଙ୍କ ବଡବାପା ପୁଅ ପୂର୍ବ ଶତ୍ରୁତାକୁ ନେଇ ରାଗ ରଖି ଅସଦାଚରଣ ଉଦ୍ୟମ କରିଥିଲେ । ଏ ନେଇ ପୀଡ଼ିତା ଜଣଙ୍କ କାକଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲ