ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଓଏପିଏଫ୍ କନେଷ୍ଟବଳ ଗିରଫ

ସମ୍ବଲପୁର ୪।୬: ରକ୍ଷକ ସାଜିଲେ ଭକ୍ଷକ । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ନିଜ ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସମ୍ବଲପୁର  ବରେଇପାଲି ଥାନାର କନେଷ୍ଟବଳ(ଓଏପିଏଫ୍) ବିରଞ୍ଚି ମୁଣ୍ଡା ଗିରଫ ହୋଇଛନ୍ତି । ତିନି ଦିନ ପୂର୍ବେ  ନିଜର ସମ୍ପର୍କୀୟଙ୍କୁ ବିରଞ୍ଚି ନିଛାଟିଆ ସ୍ଥାନକୁ ଡାକିବା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ କୌଶଳ କ୍ରମେ ସେ ଖସିଯିବା ସହ ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ । ତେବେ ଏନେଇ ବରେଇପାଲି ଥାନାରେ ଏତଲା ଦିଆଯାଇଥିଲା । ଏତଲା ଦେବାର ଦୁଇ ଦିନ ପରେ ପୋଲିସ ବିରଞ୍ଚିକୁ ଗିରଫ କରିଛି ।You Can Read:ନକଲି ଅଏଲ୍ କମ୍ପାନୀରେ ଚଢାଉ, ନାମୀଦାମୀ ବ୍ରାଣ୍ଡ୍‌ରେ ବିକ୍ରି ହେଉଥିଲା ଡୁପ୍ଲିକେଟ୍

ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଓଏପିଏଫ୍ କନେଷ୍ଟବଳ ଗିରଫ

ସମ୍ବଲପୁର ୪: ରକ୍ଷକ ସାଜିଲେ ଭକ୍ଷକ । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳ ଗିରଫ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । 

ନିଜ ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ କରି ସମ୍ବଲପୁର  ବରେଇପାଲି ଥାନାର କନେଷ୍ଟବଳ(ଓଏପିଏଫ୍) ବିରଞ୍ଚି ମୁଣ୍ଡା ଗିରଫ ହୋଇଛନ୍ତି । ତିନି ଦିନ ପୂର୍ବେ  ନିଜର ସମ୍ପର୍କୀୟଙ୍କୁ ବିରଞ୍ଚି ନିଛାଟିଆ ସ୍ଥାନକୁ ଡାକିବା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ କୌଶଳ କ୍ରମେ ସେ ଖସିଯିବା ସହ ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ । ତେବେ ଏନେଇ ବରେଇପାଲି ଥାନାରେ ଏତଲା ଦିଆଯାଇଥିଲା । ଏତଲା ଦେବାର ଦୁଇ ଦିନ ପରେ ପୋଲିସ ବିରଞ୍ଚିକୁ ଗିରଫ କରିଛି ।

You Can Read:

ନକଲି ଅଏଲ୍ କମ୍ପାନୀରେ ଚଢାଉ, ନାମୀଦାମୀ ବ୍ରାଣ୍ଡ୍‌ରେ ବିକ୍ରି ହେଉଥିଲା ଡୁପ୍ଲିକେଟ୍