ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ, ମାଁ ସମଲେଇଙ୍କୁ କଲେ ଦର୍ଶନ
ସମ୍ବଲପୁର ୨୬।୦୩ : ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଲୋକସଭା ପାଇଁ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ରାତିରେ ସମ୍ବଲପୁର ପହଞ୍ଚିବା ପରେ ଆଜି ସକାଳେ ମାଁ ସମଲେଇଙ୍କ ମନ୍ଦିର ପହଞ୍ଚି ମାଁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ହୀରାକୁଦରେ ହଇଜାରେ ଆକ୍ରାନ୍ତ ହୋଇ ବୁର୍ଲାରେ ଭର୍ତ୍ତିଥିବା ଆକ୍ରାନ୍ତଙ୍କୁ ଭେଟିବେ | ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କର୍ମୀଙ୍କ ସହ ହୋଲି ଖେଳିବାର କାର୍ଯ୍ୟକ୍ରମ ଅଛି |