ସମ୍ବଲପୁରରୁ ଲଢ଼ିବେ ବବି!
ସମ୍ବଲପୁର ଲୋକସଭା କ୍ଷେତ୍ର ଉପରେ ଧର୍ମେନ୍ଦ୍ର ଆଖି ପକାଇଥିବା ବେଳେ ବବି ମଧ୍ୟ କୁଆଡେ ସେହି ଆସନ ଉପରେ ନଜର ପକାଇଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଲଢିବେ ବବି ସେଇଠାରୁ ଲଢିବେ କି ? ସମ୍ବଲପୁର ଲୋକସଭା କ୍ଷେତ୍ର ଉପରେ ଧର୍ମେନ୍ଦ୍ର ଆଖି ପକାଇଥିବା ବେଳେ ବବି ମଧ୍ୟ କୁଆଡେ ସେହି ଆସନ ଉପରେ ନଜର ପକାଇଛନ୍ତି। ଏମିତି କିଛି ଆଲୋଚନା ଚାଲିଥିବା ବେଳେ ରେଢାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା ଜୋରଦାର ହୋଇଛି।