ସମ୍ବଲପୁରରେ ମାଲାବାରର ନୂତନ ଷ୍ଟୋର
ଭୁବନେଶ୍ୱର,୨୬।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂତନ ଷ୍ଟୋର ସମ୍ବଲପୁର (ଓଡ଼ିଶା) ରେ ଖୋଲିବାକୁ ଯାଉଛି। ୨୦୨୪ ସେପ୍ଟେମ୍ବର ୨୮ରେ ସମ୍ବଲପୁରର ବୁଢ଼ାରାଜା ରୋଡ୍ଠାରେ ମାଲାବାରର ନୂତନ ଷ୍ଟୋର (ଶୋ’ରୁମ୍) ଆନୁଷ୍ଠାନିକ ଭାବେ ଉଦ୍ଘାଟନୀ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୮୦୦୦ବର୍ଗ ଫୁଟ ପରିବ୍ୟାପ୍ତ ସ୍ଥାନରେ ନୂତନ ଭାବେ ଗଢ଼ି ଉଠିଥିବା ଏହି ଶୋ’ରୁମ୍ରେ ବ୍ରାଣ୍ଡ୍ର ସମସ୍ତ ଡିଜାଇନ ଓ କଲେକ୍ସନ ସାଙ୍ଗକୁ ସୁନା, […] The post ସମ୍ବଲପୁରରେ ମାଲାବାରର ନୂତନ ଷ୍ଟୋର appeared first on Dharitri Odia News.
ଭୁବନେଶ୍ୱର,୨୬।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂତନ ଷ୍ଟୋର ସମ୍ବଲପୁର (ଓଡ଼ିଶା) ରେ ଖୋଲିବାକୁ ଯାଉଛି। ୨୦୨୪ ସେପ୍ଟେମ୍ବର ୨୮ରେ ସମ୍ବଲପୁରର ବୁଢ଼ାରାଜା ରୋଡ୍ଠାରେ ମାଲାବାରର ନୂତନ ଷ୍ଟୋର (ଶୋ’ରୁମ୍) ଆନୁଷ୍ଠାନିକ ଭାବେ ଉଦ୍ଘାଟନୀ ହେବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ, ୮୦୦୦ବର୍ଗ ଫୁଟ ପରିବ୍ୟାପ୍ତ ସ୍ଥାନରେ ନୂତନ ଭାବେ ଗଢ଼ି ଉଠିଥିବା ଏହି ଶୋ’ରୁମ୍ରେ ବ୍ରାଣ୍ଡ୍ର ସମସ୍ତ ଡିଜାଇନ ଓ କଲେକ୍ସନ ସାଙ୍ଗକୁ ସୁନା, ହୀରା ଏବଂ ମୂଲ୍ୟବାନ ଜୁଏଲେରିର ବ୍ୟାପକ ସମ୍ଭାର ଉପଲବ୍ଧ। ସେହିଭଳି ଓଡ଼ିଶା ବଜାରରେ ମାଲାବାରର ଏହା ୪ର୍ଥ ଆଲଟ୍ଲେଟ (ଷ୍ଟୋର) ହୋଇଥିଲାବେଳେ ସମ୍ବଲପୁରରେ ଏହା ପ୍ରଥମ ବୋଲି ବ୍ରାଣ୍ଡ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ଭାରତ ସମେତ ୧୩ଟି ବିଦେଶୀ ରାଷ୍ଟ୍ରରେ କାରବାର କରୁଛି। ସାରା ବିଶ୍ୱରେ ବ୍ରାଣ୍ଡ୍ର ୩୫୫ଟି ଏକ୍ସକ୍ଲୁସିଭ ଆଉଟ୍ଲେଟ ରହିଛି।
The post ସମ୍ବଲପୁରରେ ମାଲାବାରର ନୂତନ ଷ୍ଟୋର appeared first on Dharitri Odia News.