ସମ୍ବିଧାନକୁ ମଥାରେ ଲଗାଇଲେ ମୋଦି, ୯ ଜୁନରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ,୭।୬: ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କ କପାଳରେ ଭାରତର ସମ୍ବିଧାନ ଲଗାଇଥିଲେ। ଏହି ସମୟରେ ଭାଜପାର ବରିଷ୍ଠ ନେତା ପ୍ରହ୍ଲାଦ ଯୋଶୀ ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି ଯେ ନରେନ୍ଦ୍ର ମୋଦି ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଯୋଶୀ ଏଠାରେ ଥିବା ପୁରୁଣା ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଏକାଠି ହୋଇଥିବା […] The post ସମ୍ବିଧାନକୁ ମଥାରେ ଲଗାଇଲେ ମୋଦି, ୯ ଜୁନରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ appeared first on Dharitri Odia News.

ସମ୍ବିଧାନକୁ ମଥାରେ ଲଗାଇଲେ ମୋଦି, ୯ ଜୁନରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ,୭।୬: ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କ କପାଳରେ ଭାରତର ସମ୍ବିଧାନ ଲଗାଇଥିଲେ। ଏହି ସମୟରେ ଭାଜପାର ବରିଷ୍ଠ ନେତା ପ୍ରହ୍ଲାଦ ଯୋଶୀ ଏନଡିଏ ସଂସଦୀୟ ଦଳ ବୈଠକରେ କହିଛନ୍ତି ଯେ ନରେନ୍ଦ୍ର ମୋଦି ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଯୋଶୀ ଏଠାରେ ଥିବା ପୁରୁଣା ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଏକାଠି ହୋଇଥିବା ଏନଡିଏ ନେତାମାନଙ୍କୁ କହିଛନ୍ତି ଯେ ମୋଦିଙ୍କୁ ସେମାନଙ୍କର ନେତା ଭାବେ ମନୋନୀତ କରିବା ପାଇଁ ଜୁନ ୯ରେ ସା ୬ ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ବୈଠକରେ ଏନଡିଏ ଏମପିଙ୍କ ବ୍ୟତୀତ ଭାଜପା ଶାସକ ରାଜ୍ୟ ତଥା ମିଳିତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

The post ସମ୍ବିଧାନକୁ ମଥାରେ ଲଗାଇଲେ ମୋଦି, ୯ ଜୁନରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ appeared first on Dharitri Odia News.