ସରକାରଙ୍କ ବଡ଼ ଘୋଷଣା; ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ

ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ସେହିପରି ଗୋବିନ୍ଦ ଚନ୍ଦ୍ର ଦାସ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ ।

ସରକାରଙ୍କ ବଡ଼ ଘୋଷଣା; ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ

କିଏ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ? ତାକୁ ନେଇ ଲାଗିରହିଥିବା ଚର୍ଚ୍ଚାର ଘଟିଛି ଅବସାନ। ଶେଷରେ ସସପେନ୍ସ ଉପରୁ ପରଦା ହଟାଇଛନ୍ତି ରାଜ୍ୟ ସରକାର।  ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ ସଚେତକ କରାଯାଇଥିବାବେଳେ ରେମୁଣା MLA ଗୋବିନ୍ଦ ଚନ୍ଦ୍ର ଦାସ ହୋଇଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ। 


ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେପଟେ ନିଯୁକ୍ତି ପରେ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି।