ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କଲେ ସରପଞ୍ଚ

'ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଏକ ପ୍ରହସନ'

ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କଲେ ସରପଞ୍ଚ

ବିକାଶ ହେଉନି କେବଳ ଚାଲିଛି ପ୍ରହସନ, ବିକାଶ ନହେଲେ ୨୪ ନିର୍ବାଚନରେ ହେବ ଭୋଟ ବର୍ଜନ। କିଛି ଏଭଳି କହିଛନ୍ତି ଗଜପତି ଜିଲ୍ଲାର ଜଣେ ମହିଳା ସରପଞ୍ଚ ରେଜିନ ପ୍ରଧାନ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।