'ସରକାରୀ ଅଫିସରମାନେ ଖୁଲମଖୁଲା ବିଜେଡି ପାଇଁ କାମ କରୁଛନ୍ତି'
କଂଗ୍ରେସ ଏହି ଅଫିସରମାନଙ୍କୁ ଚିହ୍ନଟ କରିସାରିଛି ଓ ଖୁବଶୀଘ୍ର ସେମାନଙ୍କ ତାଲିକା ଜାରି କରିବ ବୋଲି ଚେତାବନୀ ଦେଇଛି।
ରାଜ୍ୟର ଶାସନ ବ୍ୟବସ୍ଥା ଏବେ କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କ ହାତରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ଏହି ସରକାରୀ ଅଫିସରମାନେ ଖୁଲମଖୁଲା ବିଜେଡି ପାଇଁ କାମ କରୁଛନ୍ତି। କଂଗ୍ରେସ ଏହି ଅଫିସରମାନଙ୍କୁ ଚିହ୍ନଟ କରିସାରିଛି ଓ ଖୁବଶୀଘ୍ର ସେମାନଙ୍କ ତାଲିକା ଜାରି କରିବ ବୋଲି ଚେତାବନୀ ଦେଇଛି। ଦେଖନ୍ତୁ ପୂରା ରିପୋର୍ଟ।