ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ

ଭୁବନେଶ୍ବର ୭।୮: ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ହଟିଲା 5T ଚାର୍ଟର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ 5T ହଟିଥିବା ନେଇ ବଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସବୁ ବିଭାଗ ସଚିବକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ । ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ 5T ଚାର୍ଟର, ମୋ ସରକାରର ମୂଲ୍ୟାଙ୍କନ ଅନାବଶ୍ୟକ । କର୍ମଚାରୀଙ୍କ ଦକ୍ଷତା, ପଦୋନ୍ନତି ପାଇଁ ଜରୁରୀ ନୁହେଁ 5T ।You Can Read:କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ

ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ

ଭୁବନେଶ୍ବର ୭ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ହଟିଲା 5T ଚାର୍ଟର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ 5T ହଟିଥିବା ନେଇ ବଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ସବୁ ବିଭାଗ ସଚିବକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ । 

ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ 5T ଚାର୍ଟର, ମୋ ସରକାରର ମୂଲ୍ୟାଙ୍କନ ଅନାବଶ୍ୟକ । କର୍ମଚାରୀଙ୍କ ଦକ୍ଷତା, ପଦୋନ୍ନତି ପାଇଁ ଜରୁରୀ ନୁହେଁ 5T ।

You Can Read:

କଟକ ବାଙ୍କୀ ଏବଂ ନୟାଗଡ଼ ଭାପୁରରେ ସର୍ବାଧିକ ବର୍ଷା ରେକର୍ଡ