ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତ ସମୟରେ ଉତ୍ତେଜନା
ରାଜଧାନୀର ୟୁନିଟ୍-2 ଅଞ୍ଚଳରେ ଜାରି ରହିଥିବା ସରକାରୀ କ୍ବାର୍ଟରକୁ ଜବରଦଖଲ ମୁକ୍ତବେଳେ ଉତ୍ତେଜନା, ନାଲି ଆଖି। ହେଲେ କିଛି ଶୁଣିଲେନି ଏନଫୋର୍ସମେଣ୍ଟ ଟିମ୍। କାଲି ଓ ଆଜିକୁ ମିଶାଇ ମୋଟ୍ ୨୬ଟି କ୍ବାର୍ଟର ଅକ୍ତିଆରକୁ ଆସିଥିବାବେଳେ ୧୮ଟିରେ ଲାଗିଛି ଜଉମୁଦ।