ସରକାରୀ ବସ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଇଲାଚୁଆ ନିକଟରେ ସରକାରୀ ବସ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର l ମୃତକ ହେଲେ ଜଣେ ବାଇକ ଆରୋହୀ l ମୃତକଙ୍କ ଘର କନାବିରା ଗ୍ରାମର ହୋଇଥିବା ବେଳେ ଗୁରୁତର ଜଣକ ନୁଆପାଲି ଗ୍ରାମର ମୁରଲୀ କହଁର ବୋଲି ଜଣାପଡିଛି l କଣ୍ଟାମାଳ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l The post ସରକାରୀ ବସ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର appeared first on KNews Odisha.

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଇଲାଚୁଆ ନିକଟରେ ସରକାରୀ ବସ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର l ମୃତକ ହେଲେ ଜଣେ ବାଇକ ଆରୋହୀ l ମୃତକଙ୍କ ଘର କନାବିରା ଗ୍ରାମର ହୋଇଥିବା ବେଳେ ଗୁରୁତର ଜଣକ ନୁଆପାଲି ଗ୍ରାମର ମୁରଲୀ କହଁର ବୋଲି ଜଣାପଡିଛି l କଣ୍ଟାମାଳ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l
The post ସରକାରୀ ବସ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର appeared first on KNews Odisha.