ସରକାରୀ ସଭାରେ ନିଜକୁ ଟିକେଟ୍‌ ଦେଇଦେଲେ ଭାଇନା !

ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦଳୀୟ ପ୍ରୋଗ୍ରାମ କରିଦେଲେ ବିଧାୟକ ରଞ୍ଜନ ସମୀର ଦାସ।

ସରକାରୀ ସଭାରେ ନିଜକୁ ଟିକେଟ୍‌ ଦେଇଦେଲେ ଭାଇନା !

ସରକାରୀ ସଭାରେ ନିଜକୁ ଟିକେଟ୍‌ ଦେଇଦେଲେ ବିଜେଡି ବିଧାୟକ ସମୀର ଦାସ। ଭୋଟ ପୂର୍ବରୁ ବାଡେଇ ଛାଟେଇ ହେଲେଣିକି ଭାଇନା ? ସରକାରୀ ସଭାରେ ନିଜକୁ ନିଜେ ଟିକେଟ ଦେଇଦେଲେ । 4ର୍ଥ ଥର ପାଇଁ ବିଧାୟକ କରିବାକୁ ଲୋକଙ୍କ ସମର୍ଥନ ମାଗିଲେ । ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦଳୀୟ ପ୍ରୋଗ୍ରାମ କରିଦେଲେ ଭାଇନା । ଦେଖନ୍ତୁ ପୂରା ରିପୋର୍ଟ।